ଡ୍ରେନ୍‌ରେ ମୋ ସାଇକେଲ୍‌

ଭୁବନେଶ୍ବର : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ ଓ ବିଏମ୍‌ସି କର୍ତ୍ତୃପକ୍ଷ ମୋ ସାଇକେଲ୍‌ ପ୍ରତି କେତେ ତତ୍ପର ଓ ଦାୟିତ୍ବବାନ, ତାହା ରାସ୍ତା‌କଡ଼ରେ ଗଡ଼ୁଥିବା ମୋ ସାଇକେଲ୍‌କୁ ଦେଖିଲେ ଜଣାପଡ଼ୁଛି। ହେଲେ ମୋ ସାଇକେଲ୍‌ ଦାୟିତ୍ବରେ ଥିବା ଅଧିକାରୀମାନେ କେ‌ତେ ଦାୟିତ୍ବହୀନ, ତାହା ଆଜି ଜାଣିବାକୁ ମିଳିଛି। ଚିନ୍ତାମଣିଶ୍ବର ଦେଇ ଯାଇଥିବା ମୁଖ୍ୟ ଡ୍ରେନ୍ ୬ରୁ ଜାଲି ଗଳି ନିକଟରେ ରବିବାର ଦିନ ଗୋଟିଏ ମୋ ସାଇକେଲ୍‌ କଢ଼ାଯାଇଛି। … Continue reading ଡ୍ରେନ୍‌ରେ ମୋ ସାଇକେଲ୍‌